କ୍ଷେତ୍ର-କ୍ଷେତ୍ରଜ୍ଞଵିଭାଗଯୋଗ - Verse ଶ୍ଲୋକ 24
ଶ୍ଲୋକ 24
ଯ ଏଵଂ ଵେତ୍ତି ପୁରୁଷଂ ପ୍ରକୃତିଂ ଚ ଗୁଣୈଃ ସହ |
ସର୍ଵଥା ଵର୍ତମାନୋଽପି ନ ସ ଭୂଯୋଽଭିଜାଯତେ ||୧୩-୨୪||
Translation
ଯେଉଁମାନେ ପରମାତ୍ମା, ଜୀବାତ୍ମା, ମାୟା ତଥା ମାୟାର ତିନୋଟି ଗୁଣର ପ୍ରତିକ୍ରିୟାର ସତ୍ୟତାକୁ ଅନୁଭବ କରିପାରିଛନ୍ତି, ସେମାନେ ପୁନର୍ବାର ଜନ୍ମଗ୍ରହଣ କରିବେ ନାହିଁ । ତାଙ୍କର ବର୍ତ୍ତମାନ ସ୍ଥିତି ଯାହା ହେଉନା କାହିଁକି, ସେମାନେ ମୁକ୍ତି ଲାଭ କରିବେ ।