କ୍ଷେତ୍ର-କ୍ଷେତ୍ରଜ୍ଞଵିଭାଗଯୋଗ - Verse ଶ୍ଲୋକ 23
ଶ୍ଲୋକ 23
ଉପଦ୍ରଷ୍ଟାନୁମନ୍ତା ଚ ଭର୍ତା ଭୋକ୍ତା ମହେଶ୍ଵରଃ |
ପରମାତ୍ମେତି ଚାପ୍ଯୁକ୍ତୋ ଦେହେଽସ୍ମିନ୍ପୁରୁଷଃ ପରଃ ||୧୩-୨୩||
Translation
ଶରୀର ମଧ୍ୟରେ ଭଗବାନ ମଧ୍ୟ ନିବାସ କରନ୍ତି । ତାଙ୍କୁ ସାକ୍ଷୀ, ଅନୁମୋଦନ କାରୀ, ସମର୍ଥକ, ଦିବ୍ୟ ଉପଭୋକ୍ତା, ଅନ୍ତିମ ନିୟାମକ ତଥା ପରାମାତ୍ମା କୁହାଯାଇ ଥାଏ ।