କ୍ଷେତ୍ର-କ୍ଷେତ୍ରଜ୍ଞଵିଭାଗଯୋଗ - Verse ଶ୍ଲୋକ 1
ଶ୍ଲୋକ 1
ଅର୍ଜୁନ ଉଵାଚ |
ପ୍ରକୃତିଂ ପୁରୁଷଂ ଚୈଵ କ୍ଷେତ୍ରଂ କ୍ଷେତ୍ରଜ୍ଞମେଵ ଚ |
ଏତଦ୍ଵେଦିତୁମିଚ୍ଛାମି ଜ୍ଞାନଂ ଜ୍ଞେଯଂ ଚ କେଶଵ ||୧୩-୧||
Translation
ଅର୍ଜୁନ କହିଲେ: “ହେ କେଶବ! ମୁଁ ଜାଣିବାକୁ ଚାହୁଁଛି ପ୍ରକୃତି ଓ ପୁରୁଷ କ’ଣ, ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ କ’ଣ? ମୁଁ ଏହା ମଧ୍ୟ ଜାଣିବାକୁ ଚାହୁଁଛି ପ୍ରକୃତ ଜ୍ଞାନ କ’ଣ ଏବଂ ସେହି ଜ୍ଞାନର ଲକ୍ଷ୍ୟ କ’ଣ? ”