ଭକ୍ତିଯୋଗ - Verse ଶ୍ଲୋକ 5
ଶ୍ଲୋକ 5
କ୍ଲେଶୋଽଧିକତରସ୍ତେଷାମଵ୍ଯକ୍ତାସକ୍ତଚେତସାମ୍ |
ଅଵ୍ଯକ୍ତା ହି ଗତିର୍ଦୁଃଖଂ ଦେହଵଦ୍ଭିରଵାପ୍ଯତେ ||୧୨-୫||
Translation
ମୋର ଅବ୍ୟକ୍ତ ସ୍ୱରୂପରେ ଯେଉଁମାନଙ୍କର ମନ ଆସକ୍ତ, ସେମାନଙ୍କ ପାଇଁ ଭଗବତ୍ ପ୍ରାପ୍ତିର ପଥ ଅତ୍ୟନ୍ତ କ୍ଳେଶପୂର୍ଣ୍ଣ ଅଟେ । ଅବ୍ୟକ୍ତ ବ୍ରହ୍ମଙ୍କର ଉପାସନା ଶରୀରଧାରୀ ଜୀବଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ ।