ଭକ୍ତିଯୋଗ - Verse ଶ୍ଲୋକ 12
ଶ୍ଲୋକ 12
ଶ୍ରେଯୋ ହି ଜ୍ଞାନମଭ୍ଯାସାଜ୍ଜ୍ଞାନାଦ୍ଧ୍ଯାନଂ ଵିଶିଷ୍ଯତେ |
ଧ୍ଯାନାତ୍କର୍ମଫଲତ୍ଯାଗସ୍ତ୍ଯାଗାଚ୍ଛାନ୍ତିରନନ୍ତରମ୍ ||୧୨-୧୨||
Translation
ଯାନ୍ତ୍ରିକ ଅଭ୍ୟାସ ଅପେକ୍ଷା ଶ୍ରେଷ୍ଠ ଜ୍ଞାନ ଅଟେ; ଜ୍ଞାନ ଠାରୁ ଧ୍ୟାନ ଶ୍ରେଷ୍ଠ ଏବଂ ଧ୍ୟାନ ଠାରୁ ଶ୍ରେଷ୍ଠ କର୍ମଫଳ ତ୍ୟାଗ ଅଟେ, କାରଣ ତ୍ୟାଗ ଦ୍ୱାରା ଶାନ୍ତି ସ୍ୱତଃ ପ୍ରାପ୍ତ ହୁଏ ।