ଵିଶ୍ଵରୂପଦର୍ଶନଯୋଗ - Verse ଶ୍ଲୋକ 4
ଶ୍ଲୋକ 4
ମନ୍ଯସେ ଯଦି ତଚ୍ଛକ୍ଯଂ ମଯା ଦ୍ରଷ୍ଟୁମିତି ପ୍ରଭୋ |
ଯୋଗେଶ୍ଵର ତତୋ ମେ ତ୍ଵଂ ଦର୍ଶଯାତ୍ମାନମଵ୍ଯଯମ୍ ||୧୧-୪||
Translation
ହେ ଯୋଗେଶ୍ୱର! ଆପଣ ଯଦି ମୋତେ ଆପଣଙ୍କର ବିଶ୍ୱରୂପ ଦର୍ଶନ କରିବା ପାଇଁ ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାକରି ମୋ ସମ୍ମୁଖରେ ଆପଣଙ୍କର ସେହି ଅବିନଶ୍ୱର ବିଶ୍ୱରୂପ ପ୍ରକଟ କରନ୍ତୁ ।