ଵିଶ୍ଵରୂପଦର୍ଶନଯୋଗ - Verse ଶ୍ଲୋକ 14
ଶ୍ଲୋକ 14
ତତଃ ସ ଵିସ୍ମଯାଵିଷ୍ଟୋ ହୃଷ୍ଟରୋମା ଧନଞ୍ଜଯଃ |
ପ୍ରଣମ୍ଯ ଶିରସା ଦେଵଂ କୃତାଞ୍ଜଲିରଭାଷତ ||୧୧-୧୪||
Translation
ଅର୍ଜୁନ ଅତ୍ୟନ୍ତ ବିସ୍ମୟାଭୂତ ହୋଇ ଉଠିଲେ ଏବଂ ତାଙ୍କର ରୋମାଞ୍ଚ ଜାତ ହୋଇଗଲା । ସେ ଭଗବାନଙ୍କ ସମ୍ମୁଖରେ ନତମସ୍ତକ ହୋଇ କୃତାଞ୍ଜଳି ପୁଟରେ ତାଙ୍କର ସ୍ତୁତି କରିବାରେ ଲାଗିଲେ ।