ଅର୍ଜୁନଵିଷାଦଯୋଗ - Verse ଶ୍ଲୋକ 41
ଶ୍ଲୋକ 41
ଅଧର୍ମାଭିଭଵାତ୍କୃଷ୍ଣ ପ୍ରଦୁଷ୍ଯନ୍ତି କୁଲସ୍ତ୍ରିଯଃ |
ସ୍ତ୍ରୀଷୁ ଦୁଷ୍ଟାସୁ ଵାର୍ଷ୍ଣେଯ ଜାଯତେ ଵର୍ଣସଙ୍କରଃ ||୧-୪୧||
Translation
ହେ କୃଷ୍ଣ! ହେ ବୃଷ୍ଣି ବଂଶଜ! ପରିବାରରେ ଅଧର୍ମର ପ୍ରଧାନ୍ୟ ହେତୁ କୁଳ ସ୍ତ୍ରୀମାନେ ଚରିତ୍ରହୀନ ହୋଇଯାଆନ୍ତି ଏବଂ ସେମାନଙ୍କର ସତୀତ୍ୱ ନଷ୍ଟ ହେବା ଦ୍ୱାରା ବର୍ଣ୍ଣସଙ୍କର ଜାତ ହୁଅନ୍ତି ।