ଅକ୍ଷରବ୍ରହ୍ମଯୋଗ - Verse ଶ୍ଲୋକ 2
ଶ୍ଲୋକ 2
ଅଧିଯଜ୍ଞଃ କଥଂ କୋଽତ୍ର ଦେହେଽସ୍ମିନ୍ମଧୁସୂଦନ |
ପ୍ରଯାଣକାଲେ ଚ କଥଂ ଜ୍ଞେଯୋଽସି ନିଯତାତ୍ମଭିଃ ||୮-୨||
Translation
ଅର୍ଜୁନ କହିଲେ: ହେ ପୁରୁଷୋତ୍ତମ! ବ୍ରହ୍ମ କ’ଣ (ପରମ ସତ୍ୟ), ଆଧ୍ୟାତ୍ମ କ’ଣ ( ଜୀବାତ୍ମା) ଏବଂ କର୍ମ କ’ଣ? ଅଧିଭୂତ କାହାକୁ କୁହାଯାଏ ଏବଂ ଆଧିଦୈବ କିଏ? ଶରୀରରେ ଅଧିଯଜ୍ଞ କିଏ ଏବଂ ସେ ଅଧିଯଜ୍ଞ କିପରି ଅଟନ୍ତି? ହେ ଶ୍ରୀକୃଷ୍ଣ! ଏକାଗ୍ରଚିତ୍ତ ଯୋଗୀମାନେ ମୃତ୍ୟୁ ସମୟରେ କିପରି ଭାବରେ ଆପଣଙ୍କୁ ଜାଣନ୍ତି?