ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 9
ଶ୍ଲୋକ 9
ଜନ୍ମ କର୍ମ ଚ ମେ ଦିଵ୍ଯମେଵଂ ଯୋ ଵେତ୍ତି ତତ୍ତ୍ଵତଃ |
ତ୍ଯକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜୁନ ||୪-୯||
Translation
ଯେଉଁମାନେ ମୋର ଜନ୍ମ ଓ କର୍ମର ଦିବ୍ୟତାକୁ ବୁଝିପାରନ୍ତି, ହେ ଅର୍ଜୁନ! ସେମାନେ ଶରୀର ତ୍ୟାଗ ପରେ, ପୁନର୍ବାର ଜନ୍ମ ଗ୍ରହଣ ନକରି, ମୋର ଦିବ୍ୟଧାମକୁ ଆସିଥାନ୍ତି ।