କର୍ମଯୋଗ - Verse ଶ୍ଲୋକ 37
ଶ୍ଲୋକ 37
ଶ୍ରୀଭଗଵାନୁଵାଚ |
କାମ ଏଷ କ୍ରୋଧ ଏଷ ରଜୋଗୁଣସମୁଦ୍ଭଵଃ |
ମହାଶନୋ ମହାପାପ୍ମା ଵିଦ୍ଧ୍ଯେନମିହ ଵୈରିଣମ୍ ||୩-୩୭||
Translation
ଶ୍ରୀ ଭଗବାନ କହିଲେ: ଏହା କାମନା ହିଁ ଅଟେ, ଯାହାର ଉଦ୍ଭବ ରଜଗୁଣରୁ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ରୋଧର ରୂପ ନେଇଥାଏ । ଏହାକୁ ସଂସାରର ପାପମୟ ତଥା ସର୍ବଗ୍ରାସୀ ଶତ୍ରୁ ଭାବରେ ଜାଣ ।