ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 26
ଶ୍ଲୋକ 26
ମୁକ୍ତସଙ୍ଗୋଽନହଂଵାଦୀ ଧୃତ୍ଯୁତ୍ସାହସମନ୍ଵିତଃ |
ସିଦ୍ଧ୍ଯସିଦ୍ଧ୍ଯୋର୍ନିର୍ଵିକାରଃ କର୍ତା ସାତ୍ତ୍ଵିକ ଉଚ୍ଯତେ ||୧୮-୨୬||
Translation
ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ ।