ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 11
ଶ୍ଲୋକ 11
ନ ହି ଦେହଭୃତା ଶକ୍ଯଂ ତ୍ଯକ୍ତୁଂ କର୍ମାଣ୍ଯଶେଷତଃ |
ଯସ୍ତୁ କର୍ମଫଲତ୍ଯାଗୀ ସ ତ୍ଯାଗୀତ୍ଯଭିଧୀଯତେ ||୧୮-୧୧||
Translation
ଶରୀରଧାରୀ କୌଣସି ମନୁଷ୍ୟ ସମ୍ପୂର୍ଣ୍ଣରୂପେ କର୍ମତ୍ୟାଗ କରିବା ଅସମ୍ଭବ ଅଟେ । କିନ୍ତୁ ଯେଉଁମାନେ କର୍ମଫଳ ତ୍ୟାଗ କରନ୍ତି, ସେମାନେ ହିଁ ପ୍ରକୃତ ତ୍ୟାଗୀ ଅଟନ୍ତି ।