ଦୈଵାସୁରସମ୍ପଦ୍ଵିଭାଗଯୋଗ - Verse ଶ୍ଲୋକ 18
ଶ୍ଲୋକ 18
ଅହଂକାରଂ ବଲଂ ଦର୍ପଂ କାମଂ କ୍ରୋଧଂ ଚ ସଂଶ୍ରିତାଃ |
ମାମାତ୍ମପରଦେହେଷୁ ପ୍ରଦ୍ଵିଷନ୍ତୋଽଭ୍ଯସୂଯକାଃ ||୧୬-୧୮||
Translation
ଆତ୍ମ-ଗର୍ବ, ଦମ୍ଭ, ଅହଂକାର, କାମନା ଏବଂ କ୍ରୋଧ ଦ୍ୱାରା ଅନ୍ଧ ହୋଇ, ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ନିଜ ଶରୀରରେ ତଥା ଅନ୍ୟମାନଙ୍କ ଶରୀରରେ ମୋର ଉପସ୍ଥିତିକୁ ଅପମାନିତ କରିଥାନ୍ତି ।