ଵିଭୂତିଯୋଗ - Verse ଶ୍ଲୋକ 21
ଶ୍ଲୋକ 21
ଆଦିତ୍ଯାନାମହଂ ଵିଷ୍ଣୁର୍ଜ୍ଯୋତିଷାଂ ରଵିରଂଶୁମାନ୍ |
ମରୀଚିର୍ମରୁତାମସ୍ମି ନକ୍ଷତ୍ରାଣାମହଂ ଶଶୀ ||୧୦-୨୧||
Translation
ଅଦିତିଙ୍କର ବାରଜଣ ପୁତ୍ରଙ୍କ ମଧ୍ୟରୁ ମୁଁ ବିଷ୍ଣୁ; ସମସ୍ତ ଜ୍ୟୋତିଷ୍କ ମାନଙ୍କ ମଧ୍ୟରୁ ମୁଁ ସୂର୍ଯ୍ୟ । ମରୁତମାନଙ୍କ ମଧ୍ୟରୁ ମୋତେ ମରୀଚି, ରାତ୍ରି ଆକାଶର ତାରକାମାନଙ୍କ ମଧ୍ୟରେ ମୋତେ ଚନ୍ଦ୍ର ଭାବରେ ଜାଣ ।