ଅକ୍ଷରବ୍ରହ୍ମଯୋଗ - Verse ଶ୍ଲୋକ 7
ଶ୍ଲୋକ 7
ତସ୍ମାତ୍ସର୍ଵେଷୁ କାଲେଷୁ ମାମନୁସ୍ମର ଯୁଧ୍ଯ ଚ |
ମଯ୍ଯର୍ପିତମନୋବୁଦ୍ଧିର୍ମାମେଵୈଷ୍ଯସ୍ଯସଂଶଯଃ (orସଂଶଯମ୍) ||୮-୭||
Translation
ଅତଏବ, ତୁମେ ସଦା ସର୍ବଦା ମୋର ସ୍ମରଣ କର ଏବଂ ନିଜର କର୍ତ୍ତବ୍ୟ ଭାବରେ ଯୁଦ୍ଧ କର । ମନ ଓ ବୁଦ୍ଧିକୁ ମୋ ଠାରେ ସମର୍ପଣ କରିବା ଦ୍ୱାରା, ତୁମେ ନିଶ୍ଚିତ ରୂପେ ମୋତେ ପ୍ରାପ୍ତ କରିବ, ଏଥିରେ ସନ୍ଦେହ ନାହିଁ ।