ଧ୍ଯାନଯୋଗ - Verse ଶ୍ଲୋକ 47
ଶ୍ଲୋକ 47
ଯୋଗିନାମପି ସର୍ଵେଷାଂ ମଦ୍ଗତେନାନ୍ତରାତ୍ମନା |
ଶ୍ରଦ୍ଧାଵାନ୍ଭଜତେ ଯୋ ମାଂ ସ ମେ ଯୁକ୍ତତମୋ ମତଃ ||୬-୪୭||
Translation
ସମସ୍ତ ଯୋଗୀମାନଙ୍କ ମଧ୍ୟରୁ, ଯେଉଁମାନଙ୍କର ମନ ସର୍ବଦା ମୋଠାରେ ସନ୍ନିବିଷ୍ଟ ଥାଏ, ଏବଂ ଯିଏ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ହୋଇ ମୋ ଭକ୍ତିରେ ନିମଗ୍ନ ରହେ, ମୁଁ ସେମାନଙ୍କୁ ସର୍ବଶ୍ରେଷ୍ଠ ମନେକରି ଥାଏ ।