ସାଂଖ୍ଯଯୋଗ - Verse ଶ୍ଲୋକ 34
ଶ୍ଲୋକ 34
ଅକୀର୍ତିଂ ଚାପି ଭୂତାନି କଥଯିଷ୍ଯନ୍ତି ତେଽଵ୍ଯଯାମ୍ |
ସମ୍ଭାଵିତସ୍ଯ ଚାକୀର୍ତିର୍ମରଣାଦତିରିଚ୍ଯତେ ||୨-୩୪||
Translation
ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ ।