ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 77
ଶ୍ଲୋକ 77
ତଚ୍ଚ ସଂସ୍ମୃତ୍ଯ ସଂସ୍ମୃତ୍ଯ ରୂପମତ୍ଯଦ୍ଭୁତଂ ହରେଃ |
ଵିସ୍ମଯୋ ମେ ମହାନ୍ ରାଜନ୍ହୃଷ୍ଯାମି ଚ ପୁନଃ ପୁନଃ ||୧୮-୭୭||
Translation
ଭଗବାନ ଶ୍ରୀକୃଷ୍ଣଙ୍କର ସେହି ବିସ୍ମୟକର ଏବଂ ଅଲୌକିକ ବିଶ୍ୱରୂପକୁ ସ୍ମରଣ କରି, ମୋର ଆଶ୍ଚର୍ଯ୍ୟର ସୀମା ରହୁନାହିଁ ତଥା ମୁଁ ବାରମ୍ବାର ଆନନ୍ଦରେ ଶିହରିତ ହୋଇ ଉଠୁଛି ।