ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 69
ଶ୍ଲୋକ 69
ନ ଚ ତସ୍ମାନ୍ମନୁଷ୍ଯେଷୁ କଶ୍ଚିନ୍ମେ ପ୍ରିଯକୃତ୍ତମଃ |
ଭଵିତା ନ ଚ ମେ ତସ୍ମାଦନ୍ଯଃ ପ୍ରିଯତରୋ ଭୁଵି ||୧୮-୬୯||
Translation
ମୋର ପ୍ରେମଯୁକ୍ତ ସେବା ସେମାନଙ୍କ ଠାରୁ ଅଧିକ ଅନ୍ୟ କୌଣସି ମନୁଷ୍ୟ କରନ୍ତି ନାହିଁ; କିମ୍ବା ପୃଥିବୀରେ ସେମାନଙ୍କ ଠାରୁ ଅଧିକ ପ୍ରିୟ ମୋର କେହି ବି ହେବେ ନାହିଁ ।