ଗୁଣତ୍ରଯଵିଭାଗଯୋଗ - Verse ଶ୍ଲୋକ 20
ଶ୍ଲୋକ 20
ଗୁଣାନେତାନତୀତ୍ଯ ତ୍ରୀନ୍ଦେହୀ ଦେହସମୁଦ୍ଭଵାନ୍ |
ଜନ୍ମମୃତ୍ଯୁଜରାଦୁଃଖୈର୍ଵିମୁକ୍ତୋଽମୃତମଶ୍ନୁତେ ||୧୪-୨୦||
Translation
ଶରୀର ସହିତ ଜଡ଼ିତ, ଭୌତିକ ପ୍ରକୃତିର ତିନିଗୁଣକୁ ଅତିକ୍ରମ କରି, ବ୍ୟକ୍ତି ଜନ୍ମ, ବ୍ୟାଧି, ବାର୍ଦ୍ଧକ୍ୟ ଆଦି ଦୁଃଖରୁ ମୁକ୍ତ ହୋଇ ଅମରତ୍ୱ ପ୍ରାପ୍ତ କରେ ।